🏠 Home
🌼 🌼 🌼 🌼 🌼 🌼 🌼
🌿
🌿
🔔
🔔
🪔
🪔
🌿
🍃
🌿
🌿
🍃
🌿
ॐ ଶ୍ରୀ ଗଣେଶାୟ ନମଃ
✦ ───── ❈ ───── ✦
✿
✿
Lord Ganesha
ଶ୍ରୀ ଗଣେଶଙ୍କୁ ସାଦର ପ୍ରଣାମ

ଓଁ ଶ୍ରୀ ଶ୍ରୀ ଗଜାନନାୟ ନମଃ

❖ ସାଦର ନିମନ୍ତ୍ରଣ ❖

ଜନ କଲ୍ୟାଣ ୟୁଥ୍ କ୍ଲବ୍ ପକ୍ଷରୁ ଆୟୋଜିତ ପବିତ୍ର ଶ୍ରୀ ଶ୍ରୀ ଗଣେଶଙ୍କର ପୂଜା ଅବସରରେ ଆପଣ ଓ ଆପଣଙ୍କ ପରିବାରବର୍ଗଙ୍କୁ ସାଦର ନିମନ୍ତ୍ରଣ। ଆପଣଙ୍କ ଉପସ୍ଥିତି ଆମର ଉତ୍ସବକୁ ଅଧିକ ଶୋଭାମୟ କରିବ।

📅
୧୪ ସେପ୍ଟେମ୍ବର ୨୦୨୬ ସୋମବାର
📍
ତାଳମଣ୍ଡଳୀ,ପାତ୍ରପଡ଼ା ଅନୁଗୋଳ, ଓଡ଼ିଶା
✿ ପୂଜା କାର୍ଯ୍ୟକ୍ରମ ✿
🪔
ଗଣେଶ ପୂଜା ଆରମ୍ଭ/କଳସ ଯାତ୍ରା ଅପରାହ୍ନ ୪:୩୦ ଘଟିକାରେ
🙏
ଆରତୀ ସନ୍ଧ୍ୟା ୭:୦୦ ଘଟିକାରେ
🎵
ସାଂସ୍କୃତିକ କାର୍ଯ୍ୟକ୍ରମ ସନ୍ଧ୍ୟା ୭:୩୦ ଘଟିକାରେ
🍚
ପ୍ରସାଦ ବିତରଣ ରାତି ୯:୦୦ ଘଟିକାରେ
🙏 ଆସନ୍ତୁ, ଏକତ୍ରିତ ହୋଇ ବିଘ୍ନବିନାଶକ ଶ୍ରୀ ଗଣେଶଙ୍କ ଆଶୀର୍ବାଦ ନେବା 🙏
🙏 ଶ୍ରୀ ଗଣେଶ ମନ୍ତ୍ର 🙏

ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭଃ ।
ନିର୍ବିଘ୍ନଂ କୁରୁ ମେ ଦେବ ଶୁଭକାର୍ଯ୍ୟେଷୁ ସର୍ବଦା ॥

ଗଜାନନଂ ଭୂତଗଣାଦି ସେବିତଂ ।
କପିତ୍ଥଜମ୍ବୂଫଲଚାରୁଭକ୍ଷଣମ୍ ।
ଉମାସୁତଂ ଶୋକବିନାଶକାରଣମ୍ ।
ନମାମି ବିଘ୍ନେଶ୍ୱର ପାଦପଙ୍କଜମ୍ ॥

🙏 ଜୟ ଶ୍ରୀ ଗଣେଶ 🙏
JKYC ସମସ୍ତ ସଦସ୍ୟ ଆପଣଙ୍କ ଅପେକ୍ଷାରେ
🪔 ✦ 🌸 ✦ 🪔